କରୋନା ସମ୍ପର୍କରେ ରାଜ୍ୟ ସରକାରଙ୍କ ଡିସେମ୍ବର ଗାଇଡଲାଇନ୍‌

ଭୁବନେଶ୍ୱର: କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଡିସେମ୍ବର ମାସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି। ନୂଆ ଗାଇଡଲାଇନ୍‌ ନିୟମ ଅନୁସାରେ ସ୍ଥାନୀୟ ପ୍ରଶାସନ ଲକ୍‌ଡାଉନ ପାଇଁ ନିଷ୍ପତ୍ତି ନେଇପାରିବେ। କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳରେ ଲକ୍‌ଡାଉନ୍‌ ଜାରି କରାଯାଇପାରିବ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶାନୁସାରେ ସ୍ଥାନୀୟ ପ୍ରଶାସନ (ଜିଲ୍ଲାପାଳ, ପୌରସଂସ୍ଥାର କମିସନ) ସତର୍କତାର ସହିତ ଲକ୍‌ଡାଉନ୍‌ ଜୋନ୍‌ ଘୋଷଣା କରିପାରିବେ। … Continue reading କରୋନା ସମ୍ପର୍କରେ ରାଜ୍ୟ ସରକାରଙ୍କ ଡିସେମ୍ବର ଗାଇଡଲାଇନ୍‌